Rj Presentation
TubeHealth is an independent service and is not affiliated with or endorsed by YouTube or Google.
Data displayed on this page is retrieved via YouTube API Services.
Updated:
Rj Presentation Channel Description Snapshot
Channel Description
This is a Hindu Educational Bhakti channel. Hear you listen more about bhagawat katha in odia and Hindi language .hear you listen lifestyle story to changes our concept and feel always be happy.ଏହା ଏକ ଆଧ୍ୟାତ୍ମିକ, ଶିକ୍ଷା, ଜୀବନ ଶୈଳୀ ର କଥା ତଥା ଭକ୍ତି chanel ଅଟେ। ମୁଁ ରବିନାରାୟଣ ମଲ୍ଲ ,(ଯୋଗୀ) ଆପଣ ମାନଙ୍କ ଜୀବନ ର କଲ୍ୟାଣ ପାଇଁ କିଛି ଆଧ୍ୟାତ୍ମିକ କଥା ନେଇ ଆସୁଛି , ଶ୍ରୀମଦ୍ ଭଗବତ ଗୀତା ତଥା ଅନ୍ୟ ପୁରାଣ ଶାସ୍ତ୍ର ରୁ କିଛି ଅଂଶ । ଭଗବାନ କିଏ? ଭଗବାନ ଙ୍କୁ ଆମେ କାହିଁକି ଡାକିବା ? କଣ କଲେ ଜୀବନର କଲ୍ୟାଣ ହେବା ? ଏହିପରି ଅନେକ ପ୍ରଶ୍ନ ଆଉ ତାର ଉତ୍ତର ଯାହା ଆମ ଜୀବନରେ ଏକ ନୂତନ ରାସ୍ତା ଦେଖାଏ। ତେଣୁ ଆପଣ ମାନଙ୍କୁ ଅନୁରୋଧ chanel କୁ subscribe କରନ୍ତୁ, ଏହା ସହ ପ୍ରତି ଭିଡ଼ିଓ କୁ ଧ୍ୟାନ ସହକାରେ ଶୁଣନ୍ତୁ ,ହୁଏ ତ ଏହା ଆପଣଙ୍କ ଜୀବନରେ କେବେ ନା କେବେ କାମରେ ଆସିବ। ଆସନ୍ତୁ ଆଜି ହିଁ ଶୁଣିବା ଭଗବତ୍ କଥା ବା କୃଷ୍ଣ ଚେତନା ।
🙏 ଜୟ ଜଗନ୍ନାଥ 🙏
Harekrihna 🙏🙏❤️❤️ haribol
🙏 ଜୟ ଜଗନ୍ନାଥ 🙏
Harekrihna 🙏🙏❤️❤️ haribol
About This Page
Methodology: This page displays a snapshot of publicly available creator information retrieved via YouTube API Services.
Snapshot
Snapshot Date:
Data Source: Public data retrieved via YouTube API Services
Data is refreshed at least once every 30 days.