Business & job updated
TubeHealth is an independent service and is not affiliated with or endorsed by YouTube or Google.
Data displayed on this page is retrieved via YouTube API Services.
Updated:
Business & job updated Channel Description Snapshot
Channel Description
ଜୟ ଜଗନ୍ନାଥ !🙏🙏🙏! ଓଡିଶା ର ଅଗଣିତ ପ୍ରିୟ ଦର୍ଶକ ମାନଙ୍କୁ ମୋର ନମସ୍କାର 🙏🙏🙏! ମୁଁ (Raja maharana) ଆମ channel ର ନାମ ହେଉଛି bussiness and jobupdate. ..ଆମର ମୁଖ୍ଯ ଉଦେଶ୍ଯ ହେଉଛି ! ଓଡିଶାରେ ଥିବା ମୋର ପ୍ରିୟ ଭାଇଭଉଣୀ ମାନେ ଓଡ଼ିଶା ବାହାରକୁ ନ ଯାଇ ଆମ ଓଡ଼ିଶା ରେ କିଛି ଭଲ job କରି ପାରିବେ ଏବଂ ତା' ସହିତ ନିଜ ଅଞ୍ଚଳରେ ଅତି କମ ପଇସା ରେ କିଛି ଛୋଟ ବ୍ୟବସାୟ ଆରମ୍ଭ କରି କିଛି ରୋଜଗାର କରି ପାରିବେ ! ବର୍ତମାନର ପରିସ୍ତିତି ରେ ବ୍ୟବସାୟ ଆରମ୍ଭ୍ କରି ଭଲରେ ପରିବାର ସହିତ ଖୁସିରେ ରହିବେ ! କିଛି job କରିବା ସହିତ ଆପଣଙ୍କ ବ୍ୟବସାୟ କୁ ଆଗକୁ ନେଇ ଅଧିକ ଅର୍ଥ ରୋଜଗାର କରି ପାରିବେ ! ଯ଼ଦି ଆପଣମାନଙ୍କୁ ଆମର bussiness and job update ଭଲ ଲାଗେ ଆପଣ channel ku subcribe କରି ପାଖରେ ଥିବା 🛎️ ଦବେଇ ଦେବେ ! କାରଣ ଏହାକୁ ଦବେଇଲେ ଆମେ ଯେତେ ପ୍ରକାର ର.bussiness idea ଏବଂ ଜବ update video upload କରିବୁ
ଯଦି ଆପଣ ମାନେ ଆଉ କିଛି ଜାଣିବାକୁ ଚାହୁଁଥିେଲ ! ଆମ ସହିତ whatsapp ରେ join କରନ୍ତୁ ! ଏବଂ instagram କୁ follow କରନ୍ତୁ! ଯାହାଦ୍ୱାରା ଆପଣମନେ ପ୍ରତ୍ୟକ business idea ଏବଂ job update ପାଇ ପାରିବେ
• For Business & Sponsorship 👇👇👇
businessupdatesuport@gmail.com
ଯଦି ଆପଣ ମାନେ ଆଉ କିଛି ଜାଣିବାକୁ ଚାହୁଁଥିେଲ ! ଆମ ସହିତ whatsapp ରେ join କରନ୍ତୁ ! ଏବଂ instagram କୁ follow କରନ୍ତୁ! ଯାହାଦ୍ୱାରା ଆପଣମନେ ପ୍ରତ୍ୟକ business idea ଏବଂ job update ପାଇ ପାରିବେ
• For Business & Sponsorship 👇👇👇
businessupdatesuport@gmail.com
About This Page
Methodology: This page displays a snapshot of publicly available creator information retrieved via YouTube API Services.
Snapshot
Snapshot Date:
Data Source: Public data retrieved via YouTube API Services
Data is refreshed at least once every 30 days.