Neela Saila Bhakti

TubeHealth is an independent service and is not affiliated with or endorsed by YouTube or Google. Data displayed on this page is retrieved via YouTube API Services.
Updated:

Neela Saila Bhakti Channel Description Snapshot

Channel Description

ନୀଳ ଶୈଳ ଭକ୍ତି ଗୋଟେ ଭକ୍ତି ରସ ଚ୍ୟାନେଲ, ଯେଉଁଠି ଆପଣ ଦେଖିପାରିବେ ବହୁ ଦେବଦେବୀ ଙ୍କ ଭଜନ ଜଣାଣ, ମନ୍ତ୍ର, ଆରତୀ, ଏବଂ ଦେବଦେବୀଙ୍କ ପୁରାଣ ସହ ଓଡ଼ିଆ ଭାଗବତ ଓ ଶ୍ରୀମଦ ଭାଗବତ ଗୀତାର ଓଡ଼ିଆ ମର୍ମ.ଯଦି ଆମ ଚ୍ୟାନେଲ ଆପଣଙ୍କୁ ଭଲ ଲାଗେ ଗୋଟେ ଲାଇକ, ସେୟାର ଓ ଶବସକ୍ରାଇବ ନିଶ୍ଚୟ କରିବେ, ଏହା ସହିତ ଆମେ କିପରି ଆପଣଙ୍କ ପାଖରେ ପହଞ୍ଚି ପାରିବୁ ଏବଂ ଆହୁରି ଅଧିକ ଭଲ କରିପାରିବୁ ଦୟାକରି ମତାମତ ଦେଲେ ଆମେ ଚିରପ୍ରକୃତ ରହିବୁ.
ନୀଳ ଶୈଳ ଭକ୍ତି
ଜୟ ଜଗନ୍ନାଥ

Neela Saila Bhakti is a devotional channel, We create all god and goddesses mantras, arti, jananas and many more subjects about god and goddesses, so like share and subscribe my channel to see like this type of subject and suggests us how we make good and reach near you. Thank you.
Jai Jagannath.

About This Page

Methodology: This page displays a snapshot of publicly available creator information retrieved via YouTube API Services.

Snapshot

Snapshot Date:
Data Source: Public data retrieved via YouTube API Services
Data is refreshed at least once every 30 days.