Homeopathy in Odiya

TubeHealth is an independent service and is not affiliated with or endorsed by YouTube or Google. Data displayed on this page is retrieved via YouTube API Services.
Updated:

Homeopathy in Odiya Channel Description Snapshot

Channel Description

ବନ୍ଧୁଗଣ, ନମସ୍କାର " Homeopathy in odiya " ତରଫରୁ ଆପଣଙ୍କୁ ସ୍ୱାଗତ। ହୋମିଓପାଥିକୁ ସମସ୍ତ ଓଡିଆ ଭାଷାଭାଷି ଲୋକଙ୍କ ନିକଟରେ ସହଜ ଓ ସରଳ ରୂପରେ ପହଞ୍ଚାଇବାକୁ ଏହି ଚାନେଲ ଖୋଲାଯାଇଛି। ଏଥିରେ ବିଭିନ୍ନ ରୋଗର କାରଣ ଓ ହୋମିଓ ଉପଚାର ବିଷୟରେ ଓଡିଆ ଭାଷାରେ ସୂଚନା ଦିଆଯିବ। ଆପଣମାନେ ଏହାର ଉପକାର ପାଇବେ ବୋଲି ଆଶା। ଦୟାକରି ଚାନେଲକୁ Subscribe କରନ୍ତୁ । ଭିଡିଓ ଗୁଡିକୁ ଦେଖନ୍ତୁ । like ଦିଅନ୍ତୁ। କମେଣ୍ଟ ବକ୍ସରେ ମତାମତ ଦିଅନ୍ତୁ। ବନ୍ଧୁ ପରିଜନଙ୍କୁ Share କରନ୍ତୁ।

ଏହି ଚେନେଲରେ ନିର୍ଦ୍ଦେଶିତ ଉପଚାରର କୌଣସି ପ୍ରକାରର ଅପବ୍ୟବହାର ଜନିତ କୁପରିଣାମ ପାଇଁ ଆମେ ଦାୟୀ ରହିବୁ ନାହିଁ। ଆବଶ୍ୟକ ସ୍ଥଳେ ଆପଣମାନେ ନିକଟସ୍ଥ ଡାକ୍ତରଙ୍କୁ ପରାମର୍ଶ କରିବାକୁ ଅନୁରୋଧ।

Contact Us :
Whatsapp - 8917285924
Facebook - https://www.facebook.com/himansu.hota
YouTube - https://www.youtube.com/c/OdiaHomeopathy
Email : durgahomoeo18@gmail.com

About This Page

Methodology: This page displays a snapshot of publicly available creator information retrieved via YouTube API Services.

Snapshot

Snapshot Date:
Data Source: Public data retrieved via YouTube API Services
Data is refreshed at least once every 30 days.