Odia Bhai PK

TubeHealth is an independent service and is not affiliated with or endorsed by YouTube or Google. Data displayed on this page is retrieved via YouTube API Services.
Updated:

Odia Bhai PK Channel Description Snapshot

Channel Description

ନମସ୍କାର! ମୁଁ Kanhu Charan Badatya। ଚ୍ୟାନେଲ ରେ ଆପଣମାନେ ପାଇପାରିବେ ଓଡ଼ିଆ ଭାଷାରେ ସହଜ ଓ ଗୁରୁତ୍ୱପୂର୍ଣ୍ଣ health tips, ଘରେ ବସି ପ୍ରାକୃତିକ ଉପାୟ, ଡାକ୍ତରୀ ସୁପାରିଶ, ଓ ଦୈନନ୍ଦିନ ଜୀବନ ଉପଯୋଗୀ ସୂଚନା।

ଆପଣଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରିବା ଓ ଗୃହନିର୍ମିତ ଉପଚାର ଜଣେଇବା ମୋର ଲକ୍ଷ୍ୟ। ତେଣୁ ଚ୍ୟାନେଲ କୁ ସବ୍ସକ୍ରାଇବ୍ କରନ୍ତୁ ଓ ନିତ୍ୟନୂତନ ଭିଡିଓ ପାଇଁ ବେଲ୍ ଆଇକନ୍ ଦବାନ୍ତୁ।

ମୁଁ 10th, ITI ଏବଂ କମ୍ପୁଟର ରେ PGDCA କରିଅଛି। ମୁଁ ଡକ୍ଟର କି ବୋଇଦ ନୁହେଁ। ଘରୋଇ ଉପଚାର, ଆୟୁର୍ବେଦ, ଔଷଧ ବହି BOOK ପଡ଼ି ମୁଁ ଭିଡିଓ କରେ। ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ!

About This Page

Methodology: This page displays a snapshot of publicly available creator information retrieved via YouTube API Services.

Snapshot

Snapshot Date:
Data Source: Public data retrieved via YouTube API Services
Data is refreshed at least once every 30 days.