Odia Vlogger in the USA

TubeHealth is an independent service and is not affiliated with or endorsed by YouTube or Google. Data displayed on this page is retrieved via YouTube API Services.
Updated:

Odia Vlogger in the USA Channel Description Snapshot

Channel Description

ନମସ୍କାର 🙏 ଜୟ ଜଗନ୍ନାଥ
ମୁଁ ହେଉଛି ରୋଜାଲିନ ଆଉ ମୋ ସ୍ୱାମୀ କ୍ଷିତୀଶ ,ଘର ଭୁବନେଶ୍ୱର , ଏବେ ଆମେ ଆମେରିକା ରେ ରହୁଛୁI ଓଡିଶାର ପ୍ରତ୍ୟେକଟି ବ୍ୟକ୍ତି ବିଶେଷଙ୍କ ସହିତ ଯୋଡି ହୋଇ ରହିବା ପାଇଁ ଆମର ଏହି Vlogging Channel ଟି ଆମେ Create କରିଛୁ I ଆପଣ ମାନେ ଏଥିରେ ଆମର daily simple lifestyle vlog videos, America ର lifestyle,Travel Videos ,Cooking experiments , Haul videos ଏହିପରି ବିଭିନ୍ନ ପ୍ରକାରର ନୂଆ ନୂଆ Videos ଦେଖିବାକୁ ପାଇବେ I ଆପଣ ମାନଙ୍କୁ ଆମ ଭିଡ଼ିଓ ଗୁଡିକ ଭଲ ଲାଗିଲେ ଭିଡ଼ିଓ କୁ ଗୋଟେ Like 👍 ଆଉ ଆମ channel କୁ Subscribe କରି ଦେବେ I
Your love continues...
1- 500 Subscribers milestone on 2nd June 2020
2- 1000 Subscribers milestone on 6th June 2020
3- 10K Subscribers milestone on 19th Sept 2020
4- 50K subscribers milestone on 22nd Nov 2021
ଧନ୍ୟବାଦ 🙏

About This Page

Methodology: This page displays a snapshot of publicly available creator information retrieved via YouTube API Services.

Snapshot

Snapshot Date:
Data Source: Public data retrieved via YouTube API Services
Data is refreshed at least once every 30 days.