Odia Pala

TubeHealth is an independent service and is not affiliated with or endorsed by YouTube or Google. Data displayed on this page is retrieved via YouTube API Services.
Updated:

Odia Pala Channel Description Snapshot

Channel Description

ନମସ୍କାର ଦର୍ଶକ ବନ୍ଧୁ | ସ୍ୱାଗତ ଜଣାଉଛି ଓଡ଼ିଆ ପାଲା ୟୁଟ୍ୟୁବ ଚାନେଲ ର ସମସ୍ତ ଦର୍ଶକ ବନ୍ଧୁ ମାନଙ୍କୁ | ଓଡିଶା ରୁ ଲୁଚି ଯାଉଥିବା କଲା ସଂସ୍କୃତି ଯଥା - ପାଲା, ଦାସକାଠିଆ, ହରୀକଥା, ଘୋଡାନାଚ, ଘୁଡୁକୀନାଚ, ଦଣ୍ଡନାଚ ଆଦି ସମସ୍ତ ପ୍ରକାର କଲା ସଂସ୍କୃତି କୁ ଲୋକ ଲୋଚନକୁ ଆଣିବା ପାଇଁ ଆମର ଚେଷ୍ଟା ସଦା ସର୍ବଦା ଜାରି ରହିବ | ଆପଣଙ୍କ ଭଲ ପାଇବା ଏବଂ ସ୍ନେହ, ଶ୍ରଦ୍ଧା ରହିଲେ ଆମେ ଆଗକୁ ଏମିତି ବହୁତ ନୂଆ ନୂଆ ଭିଡ଼ିଓ ଆଣିବା ପାଇଁ ଚେଷ୍ଟା ଜାରି ରଖିବୁ |

https://www.youtube.com/channel/UCBKeCo9oxeKBSxcj4HMRPjQ

About This Page

Methodology: This page displays a snapshot of publicly available creator information retrieved via YouTube API Services.

Snapshot

Snapshot Date:
Data Source: Public data retrieved via YouTube API Services
Data is refreshed at least once every 30 days.