Som Tutorials

TubeHealth is an independent service and is not affiliated with or endorsed by YouTube or Google. Data displayed on this page is retrieved via YouTube API Services.
Updated:

Som Tutorials Channel Description Snapshot

Channel Description

ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି Som Tutorials ୟୁଟ୍ୟୁବ ଚେନାଲକୁ l ମୁଁ ଜଣେ ଓଡ଼ିଆ ବିଭାଗର ଛାତ୍ର ଏବଂ ଓଡ଼ିଆ ଭାଷା ପ୍ରତି ମୋର ଗଭୀର ଦୁର୍ବଳତା ରହିଛି l
ଆମେ ଯେହେତୁ ଓଡ଼ିଶାର ସନ୍ତାନ ମାତୃଭାଷା ଶିକ୍ଷା କରିବା ତଥା ମାତୃଭାଷା ରେ କଥାବାର୍ତ୍ତା କରିବା ଆମର ପ୍ରଥମ କର୍ତ୍ତବ୍ୟ l ମୋର ଚେନାଲ ର ଭିଡ଼ିଓ କେବଳ +2 ଓ +3 ଛାତ୍ରଛାତ୍ରୀଙ୍କ ପାଇଁ l ଓଡ଼ିଆ ବିଭାଗ ର ଛାତ୍ରଛାତ୍ରୀ ମାନେ କିଭଳି ସମସ୍ତ ବିଷୟ ପାଇପାରିବେ ଏହା ମୋର ୟୁଟୁବ ଚେନାଲ ର ଉଦ୍ଦେଶ୍ୟ 🙏🙏🙏🙏🙏🙏

About This Page

Methodology: This page displays a snapshot of publicly available creator information retrieved via YouTube API Services.

Snapshot

Snapshot Date:
Data Source: Public data retrieved via YouTube API Services
Data is refreshed at least once every 30 days.