Sanskrit Guruji Odisha
TubeHealth is an independent service and is not affiliated with or endorsed by YouTube or Google.
Data displayed on this page is retrieved via YouTube API Services.
Updated:
Sanskrit Guruji Odisha Channel Description Snapshot
Channel Description
ଓଡ଼ିଶାର ସମସ୍ତ ଅଭିଭାବକ, ସଂସ୍କୃତ ଶିକ୍ଷକଙ୍କୁ ମୋର ନମସ୍କାର ତଥା ଛାତ୍ରଛାତ୍ରୀମାନଙ୍କୁ ଅନେକ ଶୁଭାଶିଷ। ମୁଁ ଶ୍ରୀ ପଦ୍ମଲୋଚନ ଆଚାର୍ଯ୍ଯ, ସଂସ୍କୃତ ଶିକ୍ଷକ (ଅଭିଜ୍ଞତା ୨୭ ବର୍ଷ) । ଓଡିଆ ମାଧ୍ଯମ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଓଡିଶାର ସମସ୍ତ ଛାତ୍ରଛାତ୍ରୀଙ୍କୁ କମ୍ ପରିଶ୍ରମ ତଥା ମାଗଣାରେ ସଂସ୍କୃତ ଓ ଓଡ଼ିଆ ଶିକ୍ଷାଦାନ କରି ବାଷିର୍କ ହାଇସ୍କୁଲ ପରୀକ୍ଷାରେ ଶତପ୍ରତିଶତ ନମ୍ବର ଲାଭ କରାଇବାପାଇଁ ଏହି ଚ୍ୟାନେଲ ଖୋଲିବାର ମୁଖ୍ଯ ଉଦ୍ଦେଶ୍ଯ । ବର୍ତ୍ତମାନ ଦ୍ରୁତଗତିରେ ମହାମାରୀ ଯେପରି ସଂକ୍ରମିତ ହେଉଛି , ସେଥିରୁ ଆମ ଭବିଷ୍ଯତ ବଂଶଧରଙ୍କୁ ସୁରକ୍ଷିତ ରଖିବାପାଇଁ ସମସ୍ତେ ବ୍ୟଗ୍ର । ଶିକ୍ଷାବର୍ଷର ଅବଧି ହ୍ରାସ ହେଲାଣି । ଏହାକୁ ଆଖି ଆଗରେ ରଖି , ମୋର ଅନେକ ସହକର୍ମୀ ତଥା ପୁରାତନ ଛାତ୍ର ଛାତ୍ରୀଙ୍କ ଅନୁରୋଧ କ୍ରମେ ସରଳ ଉପାୟରେ ଶିକ୍ଷକଙ୍କ ସାହାଯ୍ଯ ବିନା ଓଡ଼ିଶାର ଅଗଣିତ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସଜାଡିବା ପାଇଁ ଏହି ନୂତନ ପ୍ରୟାସ ।
About This Page
Methodology: This page displays a snapshot of publicly available creator information retrieved via YouTube API Services.
Snapshot
Snapshot Date:
Data Source: Public data retrieved via YouTube API Services
Data is refreshed at least once every 30 days.