Odia Beauty & Lifestyle
TubeHealth is an independent service and is not affiliated with or endorsed by YouTube or Google.
Data displayed on this page is retrieved via YouTube API Services.
Updated:
Odia Beauty & Lifestyle Channel Description Snapshot
Channel Description
Hi All, Namaskar, Jai Jagannath...
ଏ Channel ହଉଛି Travel Vlogging, Lifestyle , Beauty Tips, Acting & Daily vlogging ବିଷୟରେ. ଏ Channel completely ଓଡ଼ିଆ Language ରେ. ମୋ ନାଁ ରଶ୍ମିତା(ରିତୁ) , ମୁଁ ଜଣେ ଓଡ଼ିଆ & ଓଡ଼ିଆ ଲୋକ ମାନଙ୍କ ସହ ସବୁ ବେଳେ ମୁଁ ଯୋଡିହେଇ ରହିବା ପାଇଁ ଚାହେଁ , ତେଣୁ ମୁଁ ଭାବିଲି ଆପଣ ସମସ୍ତଙ୍କ ସହ ମୁଁ ମୋର Life Experience share କରିବି. ଏବେ ମୁଁ ଆମେରିକାରେ ରହୁଛି, ତେଣୁ ମୁଁ ଆମେରିକାର ବହୁତ ନୂଆ ନୂଆ ଜାଗା ଆପଣ ମାନଙ୍କୁ ବୁଲେଇକି ଦେଖଉଛି, ନିଜର Daily Life ବି Share କରୁଛି, ତା ସହିତ ଓଡ଼ିଆ Culture ଆଉ ଓଡ଼ିଆ Festival ସବୁ କେମିତି ସୁଦୂର ଆମେରିକାରେ Celebrate ହଉଚି ସେ ସବୁ ଦେଖଉଛି... ଏ Channel ରେ ଆମେ Husband Wife ମିଶିକି ଆପଣମାନଙ୍କୁ Entertain କରାଉ (Food Challenge, Acting) ଆଉ କିଛି Information ବି ଦଉ ... ଆଶା କରେ ଆପଣ ସମସ୍ତଙ୍କୁ ଆମ Video ଭଲ ଲାଗିବ ଆଉ ଆପଣମାନଙ୍କ ଭଲ ପାଇବା ଆମ ସହ ସବୁ ବେଳେ ରହିବ, ଆପଣମାନଙ୍କ ଦିନ ମଙ୍ଗଳମୟ ହଉ, ଜୟ ଜଗନ୍ନାଥ ...
Thank you All,
@OdiaYouTuberRitu @OdiaYouTuberRashmita
For Business Purpose Contact at ritu.nanda2019@gmail.com

About This Page
Methodology: This page displays a snapshot of publicly available creator information retrieved via YouTube API Services.
Snapshot
Snapshot Date:
Data Source: Public data retrieved via YouTube API Services
Data is refreshed at least once every 30 days.