JAY JAGANNATH TV

TubeHealth is an independent service and is not affiliated with or endorsed by YouTube or Google. Data displayed on this page is retrieved via YouTube API Services.
Updated:

JAY JAGANNATH TV Channel Description Snapshot

Channel Description

ଜୟ ଜଗନ୍ନାଥ 🙏
"ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ଦିବ୍ୟ ନୀତିମାନ :
🔹 ଦ୍ୱାରଫିଟା ନୀତି
🔹 ପତିତପାବନ ମଙ୍ଗଳ ଆଳତୀ
🔹 ପତାକା ଲାଗି ଦର୍ଶନ
🔹 ସନ୍ଧ୍ୟା ଆଳତୀ
🔹 ଶ୍ରୀମନ୍ଦିର ପହୁଡ଼ ନୀତି
🔹 ବର୍ଷ ତମାମ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ
ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ🙏
📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ ନେଟୱର୍କର ଚତୁର୍ଥ ଚାନେଲ |
📡 Watch “JAY JAGANNATH TV” on DTH:
Tata Play – Channel 1799
Dish TV – Channel 1397
Airtel Digital – Channel 615
Sun Direct – Channel 490
📞 Contact : 6372804618 if could not watch our channel
Facebook: https://www.facebook.com/jayjagannathtv
Instagram: https://www.instagram.com/jayjagannathtv/
YouTube: https://www.youtube.com/@JayJagannathTVofficial
Twitter: https://x.com/JayJagannathTV
#jayjagannthtv #jayjagannathtvlive #rathyatra2025 #rathayatralive#PuriLIVE

About This Page

Methodology: This page displays a snapshot of publicly available creator information retrieved via YouTube API Services.

Snapshot

Snapshot Date:
Data Source: Public data retrieved via YouTube API Services
Data is refreshed at least once every 30 days.