ଆମ ଗାଁ ଭାଗବତ
TubeHealth is an independent service and is not affiliated with or endorsed by YouTube or Google.
Data displayed on this page is retrieved via YouTube API Services.
Updated:
ଆମ ଗାଁ ଭାଗବତ Channel Description Snapshot
Channel Description
ଅତିବଡ଼ି ଜଗନ୍ନାଥ ଦାସଙ୍କ କୃତ ଶ୍ରୀମଦ୍ଭାଗବତ ଓଡ଼ିଶାରେ ସବୁଠାରୁ ଲୋକପ୍ରିୟ ଗ୍ରନ୍ଥ । ଆଜି ବି ଗାଁ ଗାଁରେ ଲୋକେ ଏହାର ପଠନ ଓ ଶ୍ରବଣ କରିଥାନ୍ତି । ଏହି ଗ୍ରନ୍ଥକୁ ନିତ୍ୟ ପାଠ କରିବାପାଇଁ ଏକ ଲୋକୋକ୍ତି ପ୍ରଚଳିତ ।
ପରମ ଶାସ୍ତ୍ର ଭାଗବତ ।
ଅଭ୍ୟାସ କରୁଥିବ ନିତ୍ୟ॥
ଆମର ପ୍ରୟାସ ପ୍ରତିଦିନ ଗୋଟିଏ ଲେଖାଏଁ ଅଧ୍ୟାୟ ଆପଣ ମାନଙ୍କ ସମ୍ମୁଖ କୁ ଆଣିବା ପାଇଁ। ଆପଣଙ୍କ ସହଯୋଗ ନିହାତି ଦରକାର। ତେଣୁ ଅନୁରୋଧ କରୁକି ଆମର ଚାନେଲ କୁ ସବସକ୍ରାଇବ କରି ପ୍ରତିଟି ଅଧ୍ୟାୟ କୁ ଶେଷ ଯାଏଁ ଦେଖିବାପାଇଁ।
Please subscribe our channels -
https://www.youtube.com/@AmaGaonBhagabat
About This Page
Methodology: This page displays a snapshot of publicly available creator information retrieved via YouTube API Services.
Snapshot
Snapshot Date:
Data Source: Public data retrieved via YouTube API Services
Data is refreshed at least once every 30 days.