Rangabatee

TubeHealth is an independent service and is not affiliated with or endorsed by YouTube or Google. Data displayed on this page is retrieved via YouTube API Services.
Updated:

Rangabatee Channel Description Snapshot

Channel Description

ଆପଣ ସବକେ ଆମର Rangabatee Team ତରଫରୁ ଜୁହାର୍ 🙏

ଆମର ଚେନାଲ୍ ର ଭିଡିଓ ମାନେ ଦେଖବାର ଲାଗି Rangabatee ଚେନାଲ୍ Subscribe କରୁନ୍ ଆଉ ଭଲ ଲାଗିଲେ Like & share କରୁନ୍ ଆଉ 🔔 icon k ଦବେଇ ଦେବେ କାରଣ ଆମର ଭିଡିଓ ଟା ସବକର୍ ନୁ ଅଘୋ ଆପଣଙ୍କର ନିକେ ପହଞ୍ଚିବା !

ଧନ୍ୟବାଦ !
🙏 🙏 🙏

ପଶ୍ଚିମ ଓଡିଶାର ନାଚ, ଗୀତ, ପାଲା, ଦଣ୍ଡ ନୃତ୍ୟ,କୀର୍ତ୍ତନ, ସୁନ୍ଦରାକାଣ୍ଡ ପରାୟଣ, ରାମଲୀଳା ଇତ୍ୟାଦି,ପଶ୍ଚିମ ଓଡିଶାର କଳା ସଂସ୍କୃତି ଆଉ ପରମ୍ପରା କେ ବଞ୍ଚେଇ ରଖିବାର୍ ଲାଗୀ ଗୁଟେ ଛୋଟିଆ ପ୍ରୟାସ ଆମର ଚେନାଲ ରେ ଆମେ କରୁଛୁ !
ଯେନଥିରେ ଆପଣ ମାନଙ୍କର ସହଯୋଗ ନିହାତି ଦରକାର , ଗୁଟେ କଲାକାର୍ ତାର ଜୀବନ୍ ରେ କଳାର ସମ୍ମାନ ପାଈଁ କିଛି ବି କରି ପକାସି, ସେ ପରି କଳାକାର ମାନକୁ ଗୁଟେ ତାଳି ଥି ହିଁ ପେଟ ପୂରି ଜାଏଁସି,
ସେନ୍ତା କଲା କାର୍ ମାନଙ୍କର କଲା ର ଉପଭୋଗ କରୁନ୍ ଆରୁ ଆଗକୁ ଯିବାର କେ ସହଯୋଗ କରୁନ୍ !
ଜୁହାର
🙏🙏🙏


Follow us at..
Facebook : https://www.facebook.com/Rangabatee
Instagram: https://www.instagram.com/rangabatee



#Rangabatee



About This Page

Methodology: This page displays a snapshot of publicly available creator information retrieved via YouTube API Services.

Snapshot

Snapshot Date:
Data Source: Public data retrieved via YouTube API Services
Data is refreshed at least once every 30 days.